ରୋକଟ Rokaṭa

  • ଦେ. ବି — ମୃଦଙ୍ଗ ଆଦି ବାଦ୍ୟର ତାଳମାନଜ୍ଞାପକ ବାକ୍ୟପୁଞ୍ଜ — The key or set formula to the musical tunes of Mṛudaṅga drum uttered by the mouth
  • ଦେ. ବି — [ଯଥା— 'ତାଧିନ୍ ତାଧିନ୍ ତାଧିନ୍ ଧିନ୍ଦା; ତାଧ୍ରିମ୍ ତାଧ୍ରମ୍ ଦ୍ରିମ୍ଦ୍ରିମ୍ ତା।]