ରୈ Ra̲i̱

  • ସଂ. ବି (ରା ଧାତୁ=ଦାନ କରିବା+କର୍ମ. ଐ) — ରବ; ଶବ୍ଦ — Sound; noise
  • ସଂ. ବି (ରା ଧାତୁ=ଦାନ କରିବା+କର୍ମ. ଐ) — ଧନ — Wealth; riches; property
  • ସଂ. ବି (ରା ଧାତୁ=ଦାନ କରିବା+କର୍ମ. ଐ) — ସ୍ୱର୍ଣ୍ଣ — Gold
  • ଦେ. ବି (ସଂ. ରେଖା) — ରଇ (ଦେଖ) — Rai (See)