ରୈବତକ Ra̲i̱bataka

  • ସଂ. ବି — ରୈବତ 1 (ଦେଖ) — ରୈବତ(ଦେଖ)—. Ra̲i̱bata (See)
  • ସଂ. ବି — (ବୈଦ୍ଯକ) ପାରେବତ; ପିଦୁଡ଼ି (ଗଛ ଓ ଫଳ) — Guava; Ficus Carica (tree and fruit.)
  • ସଂ. ବି — [ଦ୍ର—ଏଥିର ଫଳ ରୁଚିକର ଏବଂ ଏଥିର କଷାୟରସ ଯୁକ୍ତ ପତ୍ରରେ ଦାନ୍ତ ଘଷିଲେ ରୋଗୀର ମୁହଁରୁ ଦୁର୍ଗନ୍ଧ ଛାଡ଼ିଯାଏ। ଏହାର ଛାଲ ଆଦିରେ କ୍ୱାଥ ହୋଇ ଔଷଧରେ ଲାଗେ। ଏହାର ପତ୍ରକୁ ପୋଡ଼ି ଅଫିମ ସଙ୍ଗେ ରାନ୍ଧି ଗୁଲି ବା ମଦତ୍ ତିଆରି କରନ୍ତି।
  • ସଂ. ବି — ଆସାମ ଦେଶରେ ମହାକାଳ ଫଳ ପରି ଗୋଲାକାର ବଡ଼ ବଡ଼ ପିଜୁଳିକୁ 'ବୈରାତ' କହନ୍ତି। ଏହା ହିଁ ପାରେବତ ଫଳ। ଏହି ଫଳ ଦୁଇ ପ୍ରକାର। ଯଥା— ( 1 ) ମହାପାରେ— ବତ=ମିଠା ଓ ସ୍ୱର୍ଣ୍ଣପାରେବତ= ସାମାନ୍ୟ ଖଟାମିଶା ମିଠା।] — ଆସାମ ଦେଶରେ ମହାକାଳ ଫଳ ପରି ଗୋଲାକାର ବଡ଼ ବଡ଼ ପିଜୁଳିକୁ 'ବୈରାତ' କହନ୍ତି ଏହା ହିଁ ପାରେବତ ଫଳ ଏହି ଫଳ ଦୁଇ ପ୍ରକାର ଯଥା— (1) ମହାପାରେ— ବତ=ମିଠା ଓ ସ୍ୱର୍ଣ୍ଣପାରେବତ= ସାମାନ୍ୟ ଖଟାମିଶା ମିଠା]