ରେଷା Reshā

  • ଦେ. ବି [ସଂ. ରୁଷ୍ ଧାତୁ ବା ସଂ. ଈର୍ଷା] — କ୍ରୋଧ; ରାଗ — Anger; rage; enragement
  • ଦେ. ବି [ସଂ. ରୁଷ୍ ଧାତୁ ବା ସଂ. ଈର୍ଷା] — [ସଂ. ରେଷ=ହିଂସା] ହିଂସା; ଈର୍ଷା — Envy; malice; grudge
  • ଦେ. ବି [ସଂ. ରୁଷ୍ ଧାତୁ ବା ସଂ. ଈର୍ଷା] — [ତୁଳ. ସଂ. ରେଷ= ହାନି, କ୍ଷତି] ରିସ୍ପତ୍; ଲାଞ୍ଚ — Bribe
  • ଦେ. ବି [ସଂ. ରୁଷ୍ ଧାତୁ ବା ସଂ. ଈର୍ଷା] — ଦସ୍ତୁରି; ଦୋକାନୀଠାରୁ ଖରିଦଦାରଙ୍କ ଚାକର ଆଦି ନେବା କମିସନ୍ — Commission paid to the servants of a rich client by a tradesman to keep them satisfied