ରେଶ୍ Reṡ
- ବୈଦେ. ବି (ଇଂ. ରେଶ୍) — ବାଜିରଖି ମନୁଷ୍ୟ ଓ ଘୋଡ଼ା ଆଦିଙ୍କର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତ୍ୱ ଅତିକ୍ରମ କରି ଦଉଡ଼ିବା କ୍ରୀଡ଼ା — Race; racing for sport
- ବୈଦେ. ବି (ଇଂ. ରେଶ୍) — [ଦ୍ର—ଏହି ଶବ୍ଦ ପୂର୍ବେ ହର୍ସ — (Horse)ବାଇସିକଲ୍(Bicycle),ହର୍ଡ଼ଲ୍(Hurdle),ଫ୍ଲାଟ୍(Flat)ଆଦି ଇଂରାଜି ଶବ୍ଦ ମିଶିଲେ ନାନାପ୍ରକାରର ଦଉଡ଼କ୍ରୀଡ଼ା ବୁଝାଏ]
- ଦେ. ବି (ସଂ. ଲେଶ) — ଲେଶ; ସାମାନ୍ୟମାତ୍ର; ଟିକିଏ — Very little
- ଦେ. ବି (ସଂ. ଲେଶ) — ଆଭାସ — Indication