ରେଶମୀ Reṡamī

  • ବୈଦେ. ବିଣ (ଫା.) — ରେଶମସୂତ୍ରନିର୍ମିତ; ରେଶମସମ୍ବନ୍ଧୀୟ — Silken
  • ବୈଦେ. ବିଣ (ଫା.) — ରେଶମ ପରି କୋମଳ ଓ ଚିକ୍କଣ — Silky; soft and smooth