ରେବା Rebā
- ସଂ. ବି. (ରେବ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ନର୍ମଦା ନଦୀ — The river Nurbudda
- ସଂ. ବି. (ରେବ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — [ଉ—ପଶ୍ଚିମେ ବହଇ ରେବା, ପୂର୍ବେ ମହାନଦୀ। ରାଧାନାଥ. ମହାଯାତ୍ରା।]
- ସଂ. ବି. (ରେବ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଦୁର୍ଗା — The Goddess Durgā
- ସଂ. ବି. (ରେବ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — କାମ ଦେବ ପତ୍ନୀ; ରତି — The wife of God Cupid
- ସଂ. ବି. (ରେବ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ନୀଳ ଗୁଳ୍ମ (ହି. ଶ.) — Indigo plant