ରେଫରି Rephari

  • ବୈଦେ. ବି. (ଇଂ. ରେଫରୀ) — (ଫୁଟ୍ବଲ୍ ଆଦି) ଖେଳରେ ଖେଳାଳୀମାନଙ୍କୁ ନିୟନ୍ତ୍ରିତ କରିବା ଓ ବିବାଦ ମୀମାଂସା ପାଇଁ ନିଯୁକ୍ତ ନିରପେକ୍ଷ ମଧ୍ୟସ୍ଥ ବ୍ଯକ୍ତି — A referee in a game of football