ରେପ Repa

  • ସଂ. ବି (ରିଫ୍ ଧାତୁ=ବଧ କରିବା, ଆଘାତ କରିବା, ନିନ୍ଦା କରିବା+ କର୍ତ୍ତୃ ବା କର୍ମ ଅ; କିମ୍ବା ରିପ୍ ଧାତୁ=ଶବ୍ଦ କରିବା +କର୍ତ୍ତୃ ଅ) — ନୀଚ — Low; mean, base
  • ସଂ. ବି (ରିଫ୍ ଧାତୁ=ବଧ କରିବା, ଆଘାତ କରିବା, ନିନ୍ଦା କରିବା+ କର୍ତ୍ତୃ ବା କର୍ମ ଅ; କିମ୍ବା ରିପ୍ ଧାତୁ=ଶବ୍ଦ କରିବା +କର୍ତ୍ତୃ ଅ) — ନିର୍ଦ୍ଦୟ — Cruel
  • ସଂ. ବି (ରିଫ୍ ଧାତୁ=ବଧ କରିବା, ଆଘାତ କରିବା, ନିନ୍ଦା କରିବା+ କର୍ତ୍ତୃ ବା କର୍ମ ଅ; କିମ୍ବା ରିପ୍ ଧାତୁ=ଶବ୍ଦ କରିବା +କର୍ତ୍ତୃ ଅ) — କୃପଣ — Miserly