ରେତ Reta
- ସଂ. ବି. (ରି ଧାତୁ+କର୍ତ୍ତୃ. ଅ, ନିପାତନ) — ରେତଃ (ଦେଖ) — Retaḥ (See) (Apte)
- ସଂ. ବି. (ରି ଧାତୁ+କର୍ତ୍ତୃ. ଅ, ନିପାତନ) — [ଉ—ତାହା ଭାବନାରୁ ସ୍ଖଳନ ହେଲା ରେତ। କୃଷ୍ଣସିଂହ, ମହାଭାରତ. ଆଦି।]
- ଦେ. ବି. (ସଂ. ରେତଃ) — (ବଣିଆ ଶବ୍ଦ) ସୁନା ବା ରୂପାର ଗହଣା ଗଢ଼ିବା ବେଳେ ଉହାରେ ଘଷିବା ଦ୍ୱାରା ତହିଁରୁ ବାହାରିବା ଗୁଣ୍ଡ — Metal-filings