ରେଞ୍ଚ Ren̄cha

  • ବୈଦେ. ବି. (ଇଂ. ରେଞ୍ଚ୍) — ବଢ଼େଇ, କମାର ପ୍ରଭୃତି କାମରେ କୌଣସି ପଦାର୍ଥକୁ କସି କରି ଧରିବା ପାଇଁ ବ୍ଯବହୃତ ଯନ୍ତ୍ର ବିଶେଷ — A wrench (instrument)