ରେକ Reka

  • ସଂ. ବି (ରେକ୍ ଧାତୁ+ଭାବ. ଅ) — ସଂଶୟ; ସନ୍ଦେହ — Doubt; suspicion
  • ସଂ. ବି (ରେକ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) ଭେକ; ବେଙ୍ଗ — Frog
  • ସଂ. ବି (ରେକ୍ ଧାତୁ+ଭାବ. ଅ) — ନୀଚତା — Meanness
  • ସଂ. ବି (ରେକ୍ ଧାତୁ+ଭାବ. ଅ) — (ରିଚ୍ ଧାତୁ=ନିଃସରଣକରିବା+ଭାବ. ଅ)— ବିରେଚନ; ପତଳା ଝାଡ଼ା — Looseness of bowels, passing liquid stools
  • ଦେ. ବି — (ସଂ. ରେଖା)—ବେତ୍ରନିର୍ମିତ ପରିମାଣପାତ୍ର ବିଶେଷ (ଏହା କଟକୀ ଏକ ସେର ସଙ୍ଗେ ସମାନ) — A measuring pot made of cane (of a capacity of /4 standard seer)
  • ଦେ. ବି — (ସଂ. ରେଖା)—ରେକା; ବୁଢ଼ା ଆଙ୍ଗୁଠି ଓ ମଝି ଆଙ୍ଗୁଠିର ପରିଧିଦ୍ୱାରା ବେଷ୍ଟିତ ବିଡ଼ା ବା ଗୁଚ୍ଛ — A sheaf or bunch of things which can be held by encircling it with the thumb and the middle finger