ରେକଡ଼ Rekaḍ

  • ବୈଦେ. ବି. (କଚିରିଆ) (ଇଂ. ରେକର୍ଡ) — ମକଦ୍ଦମା ଆଦିର ନଥି; ମକଦ୍ଦମା ସଂକ୍ରାନ୍ତ କାଗଜର ବିଡ଼ା — Record of a case
  • ବୈଦେ. ବି. (କଚିରିଆ) (ଇଂ. ରେକର୍ଡ) — ଗ୍ରାମୋଫୋନ୍ ବାଜାରେ ଖଞ୍ଜାଯିବା ଗୋଲ ଚକି ପଟା, ଯହିଁରେ ଗୀତମାନଙ୍କର ଦାଗ ଅଙ୍କିତ ଥାଏ ଓ ଗ୍ରାମୋଫୋନ୍ର ଛୁଞ୍ଚି ଘଷି ହେଲାରୁ ଗୀତର ସ୍ୱର ବାହାରେ — Gramophone record