ରୂଷିତ Rūshita

  • ସଂ. ବିଣ.—(ରୂଷ୍ ଧାତୁ+କର୍ମ. ତ) — ଅଳଙ୍କୃତ; ଭୂଷିତ — Adorned
  • ସଂ. ବିଣ.—(ରୂଷ୍ ଧାତୁ+କର୍ମ. ତ) — ଚୂର୍ଣ୍ଣିତ — Powdered; reduced to dust
  • ସଂ. ବିଣ.—(ରୂଷ୍ ଧାତୁ+କର୍ମ. ତ) — ମ୍ରକ୍ଷିତ — Painted; smeared
  • ସଂ. ବିଣ.—(ରୂଷ୍ ଧାତୁ+କର୍ମ. ତ) — ଲେପିତ — Anointed
  • ସଂ. ବିଣ.—(ରୂଷ୍ ଧାତୁ+କର୍ମ. ତ) — ଖଣ୍ଡିତ; ଭଗ୍ନ (ହି. ଶ.) — Broken