ରୂପମୟ Rūpamaya

  • ସଂ. ବିଣ. ପୁଂ. (ରୂପ+ଆତିଶୟ୍ଯାର୍ଥେ ମୟ) — ଅତିସୁନ୍ଦର (ହି. ଶ.) — Very beautiful
  • ସଂ. ବିଣ. ପୁଂ. (ରୂପ+ଆତିଶୟ୍ଯାର୍ଥେ ମୟ) — ଆକାର ବିଶିଷ୍ଟ — Having shape or form