ରୂପବାନ Rūpabān

  • ସଂ. ବିଣ. ପୁଂ. (ରୂପ+ଅଛି ଅର୍ଥରେ ବତ୍; 1 ମା. 1 ବ) — ରୂପଧାରୀ; ଯାହାର ରୂପ ଅଛି — Having a form; corporeal
  • ସଂ. ବିଣ. ପୁଂ. (ରୂପ+ଅଛି ଅର୍ଥରେ ବତ୍; 1 ମା. 1 ବ) — ସୁରୂପ; ସୁନ୍ଦର — Beautiful