ରୂପତା Rūpatā

  • ସଂ. ବି.—(ରୂପ+ଭାବାର୍ଥେ. ତା) — ରୂପର ଭାବ ବା ଧର୍ମ — The quality or state of Rūpa-
  • ସଂ. ବି.—(ରୂପ+ଭାବାର୍ଥେ. ତା) — ସୌନ୍ଦର୍ଯ୍ୟ (ହି. ଶ.) — Beauty; grace