ରୂପଜ Rūpaja

  • ସଂ. ବିଣ (ରୂପ+ଜନ୍ ଧାତୁ+କର୍ତ୍ତୃ. ଅ) — ରୂପରୁ ଉତ୍ପନ୍ନ — Born of shape
  • ସଂ. ବିଣ (ରୂପ+ଜନ୍ ଧାତୁ+କର୍ତ୍ତୃ. ଅ) — ସୌନ୍ଦର୍ଯ୍ୟରୁ ଜାତ — Born of beauty' due to grace