ରୁଢ଼ Ruṟḍ̠ẖa
- ଦେ. ବି—(ସଂ. ରୂହ୍ ଧାତୁ=ଉତ୍ପନ୍ନ ହେବା) — କ୍ଷୌର ହେବା ପରେ ମୁଣ୍ଡରେ ବଢ଼ିଥିବା କେଶ ମୂଳ — Stump of hair growing on the head some days after shaving
- ଦେ. ବି—(ସଂ. ରୂହ୍ ଧାତୁ=ଉତ୍ପନ୍ନ ହେବା) — (ଉ—X X ଆଜିଯାଏ ରୁଢ଼ ବଢ଼ି ରହିଥାନ୍ତା X X ଫକୀରମୋହନ, ଛମାଣ ଆଠଗୁଣ୍ଠ।)
- ଦେ. ବି—(ସଂ. ରୂହ୍ ଧାତୁ=ଉତ୍ପନ୍ନ ହେବା) — [ଦ୍ର—ଯେଉଁମାନେ ମୁଣ୍ଡର କୌଣସି ଅଂଶ କ୍ଷୌର ହୁଅନ୍ତି କେତେଦିନ ପରେ ସେମାନଙ୍କର କେଶ— ମୂଳଗୁଡ଼ିକ ପୁଣି କଅଁଳେ। ସେହି କଅଁଳିବା କେଶମୂଳକୁ ରୁଢ଼ ବୋଲାଯାଏ।]