ରୁସିଆ Rusiā
- ବୈଦେ. ବି (ନାମ) — ଇଉରୋପର ଓ ଆସିଆର ଉତ୍ତରସ୍ଥ ଦେଶ — Russia
- ବୈଦେ. ବି (ନାମ) — [ଦ୍ର—ରୁସିଆ ଦେଶ ଇଉରୋପ ମହାଦେଶରେ ଓ ଆସିଆ ମହାଦେଶରେ ଅବସ୍ଥିତ, ଯଥା— ଇଉରୋପୀୟ ରୁସିଆ ଆସିୟିକ ରୁସିଆ। ପୂର୍ବେ ଏହା ଜାର୍ — (czar)ଉପାଧିଧାରୀ ସମ୍ରାଟଙ୍କ ଯଥେଚ୍ଛାଚାର ଶାସନାଧୀନ ଥିଲା କିନ୍ତୁ ଗତ ଇଉରୋପୀୟ ଯୁଦ୍ଧାରମ୍ଭ ପରେ ଖ୍ରୀ1917ରେ ପ୍ରଜାମାନେ ମେଳି ହୋଇ ଜାର୍ଙ୍କୁ ହତ୍ୟାକାରି ପ୍ରଜାତନ୍ତ୍ର ବଳସେବକ(Bolshevic)ଶାସନର ପ୍ରତିଷ୍ଠା କରିଅଛନ୍ତି]
- ଦେ. ବି. ପୁଂ. — ରୁଷେୟା; ପାଚକ — Cook