ରୁଷଭକ Rushabhaka

  • ଦେ. ବି.—(ସଂ ଋଷଭକ) — ହିମାଳୟ ଜାତ ବୃକ୍ଷର କନ୍ଦ ବା ମୂଳ (ଏହା ଦେଖିବାକୁ ରସୁଣ ପରି ଏବଂ ଔଷଧରେ ବ୍ଯବହୃତ) — The bulbous root of a Himalayan plant; crapopogen Pruriens