ରୁଳି Ruḻi

  • ପ୍ରାଦେ. (ମେଦିନୀପୁର) ବି.—(ସଂ. ରୋଳ=ଧ୍ୱନି; ତୁଳ. ବଂ ରୁଲୀ) — ସଧବା ସ୍ତ୍ରୀଲୋକମାନେ ହାତରେ ଯେଉଁ ସରୁ ଲୁହା ବଳୟ ପିନ୍ଧନ୍ତି — Very slender iron bangles worn on the wrist by wives