ରୁମ Ruma
- ଦେ. ବି (ସଂ. ରୋମନ୍) — ପଶୁ ପକ୍ଷୀ ଆଦିଙ୍କ ରୋମ; ଲୋମ — Fur; down (on the body of beasts and birds)
- ଦେ. ବି (ସଂ. ରୋମନ୍) — ମୁଣ୍ଡଛଡ଼ା ମନୁଷ୍ୟର ଦେହ ତମାମ ଉଠିଥିବା ଛୋଟ ଓ କୋମଳ କେଶ — The down growing on the whole body of men
- ଦେ. ବି (ସଂ. ରୋମନ୍) — ଅତି ସାମାନ୍ୟ ପରିମାଣ — Minute quantity
- ଦେ. ବି (ସଂ. ରୋମନ୍) — ଗୋଟିଏ ଲୋମର ଚଉଡ଼ା ପରିମାଣ — Hairbreadth; the breadth of one hair
- ଦେ. ବି (ସଂ. ରୋମନ୍) — [ଦ୍ର—ଦେହର ବିଶିଷ୍ଟ ଅଂଶରେ, ଯଥା ମନୁଷ୍ୟମୁଣ୍ଡର, ମୁଛର, ଦାଢ଼ିର, ଓ ଉପସ୍ଥର ଲମ୍ବ କେଶକୁ ଏବଂ ପଶୁଙ୍କ ଲାଞ୍ଜର, ଘୋଟକ ସିଂହାଦିଙ୍କର ବେକର ଲମ୍ବ କେଶକୁ କେଶର ବୋଲାଯାଏ ଓ ଜୀବମାନଙ୍କ ଅଙ୍ଗର ଅନ୍ଯ ସ୍ଥାନର ଛୋଟ କେଶକୁ ରୁମ ବୋଲାଯାଏ।]