ରୁଭବ Rubhaba

  • ଦେ. [ରୁଭୁ(=ଦେବତା)ଶବ୍ଦର ବହୁବଚନ ରଭବଃ] — ଦେବତା — God
  • ଦେ. [ରୁଭୁ(=ଦେବତା)ଶବ୍ଦର ବହୁବଚନ ରଭବଃ] — (ଉ— ରୁଭବ ସେ କି ମନୁଷ୍ୟ, କେଉଁ ଦେଶୀ, ଜନମ କେଉଁ ରାଜକୁଳେ। ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି।)