ରୁବୂ Rubū

  • ସଂ. ବି (ବୈଦ୍ୟକ) (ରୁ ଧାତୁ=ଶବ୍ଦ କରିବା+ କର୍ତ୍ତୃ. ଉ, ଊ ( — ଶ୍ୱୈତୈରଣ୍ଡ; ଧଳା ଗବ ଗଛ — The white variety of castor oil-seed plant