ରୁଞ୍ଜ Run̄ja
- ଦେ. ବିଣ (ସଂ. ରୁଚ୍ୟ) — ମନୋହର; ସୁନ୍ଦର — Graceful
- ପ୍ରାଦେ (ବାଲେଶ୍ୱର) ବି — ତୁଳସୀ ଗଛର ଚାରିପଟେ କାର୍ତ୍ତିକମାସରେ ଦିଆଯିବା ମୁରୁଜ — Coloured powder sprinkled by way of decoration around the Basil plant in the month of Kārttika
- ପ୍ରାଦେ (ବାଲେଶ୍ୱର) ବି — [ମେଦିନୀପୁର, ବାଲେଶ୍ୱର)— [ସଂ. ଗୁଞ୍ଜ]କାଇଞ୍ଚ (ଦେଖ) — Kāiṅcha. (See)