ରୁଚ Ruch
- ସଂ. ବି (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର 1 ମା. 1 ବ; ରୁକ୍; ବିକଳ୍ପେ ରୁଚ୍) — ଶୋଭା; ଦୀପ୍ତି; କାନ୍ତି — Lustre, splendour; brilliance
- ସଂ. ବି (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର 1 ମା. 1 ବ; ରୁକ୍; ବିକଳ୍ପେ ରୁଚ୍) — ସୌନ୍ଦର୍ଯ୍ୟ — Beauty; grace; loveliness
- ସଂ. ବି (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର 1 ମା. 1 ବ; ରୁକ୍; ବିକଳ୍ପେ ରୁଚ୍) — ଇଚ୍ଛା — Desire; wish
- ସଂ. ବି (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର 1 ମା. 1 ବ; ରୁକ୍; ବିକଳ୍ପେ ରୁଚ୍) — ଇଚ୍ଛା; ରୁଚି — Liking; desire (Apte)
- ସଂ. ବି (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର 1 ମା. 1 ବ; ରୁକ୍; ବିକଳ୍ପେ ରୁଚ୍) — (+କର୍ତ୍ତୃ. କ୍ୱିପ୍) ବିଦ୍ୟୁତ୍ — Lightning (Apte)
- ସଂ. ବି (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର 1 ମା. 1 ବ; ରୁକ୍; ବିକଳ୍ପେ ରୁଚ୍) — ଶୁଆ ଶାରୀଙ୍କ ଧ୍ୱନି — The note of the parrot or Myna (Apte)
- ସଂ. ବି (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର 1 ମା. 1 ବ; ରୁକ୍; ବିକଳ୍ପେ ରୁଚ୍) — (ସମାସରେ ପଦ ଶେଷରେ ଲାଗେ) ବର୍ଣ୍ଣ, ଚେହେରା — (at the end of compounds; Colour; appearance (Apte).)