ରୁଚା Ruchā
- ସଂ. ବି (ରୁଚ୍ ଧାତୁ+ଭାବ. କ୍ୱିପ୍=ରୁଚ୍ ଶବ୍ଦ+ସ୍ତ୍ରୀ. ଆ) — ଶୋଭା; ଦୀପ୍ତି — Lustre
- ସଂ. ବି (ରୁଚ୍ ଧାତୁ+ଭାବ. କ୍ୱିପ୍=ରୁଚ୍ ଶବ୍ଦ+ସ୍ତ୍ରୀ. ଆ) — କାନ୍ତି, ସୌନ୍ଦର୍ଯ୍ୟ — Beauty
- ସଂ. ବି (ରୁଚ୍ ଧାତୁ+ଭାବ. କ୍ୱିପ୍=ରୁଚ୍ ଶବ୍ଦ+ସ୍ତ୍ରୀ. ଆ) — ଇଚ୍ଛା — Desire
- ସଂ. ବି (ରୁଚ୍ ଧାତୁ+ଭାବ. କ୍ୱିପ୍=ରୁଚ୍ ଶବ୍ଦ+ସ୍ତ୍ରୀ. ଆ) — ରୁଚ ଶବ୍ଦର ଅନ୍ଯ ଅର୍ଥମାନ (ଦେଖ) — The other meanings of Ruch (See)
- ସଂ. ବି (ରୁଚ୍ ଧାତୁ+ଭାବ. କ୍ୱିପ୍=ରୁଚ୍ ଶବ୍ଦ+ସ୍ତ୍ରୀ. ଆ) — ଶୁଆର କଣ୍ଠସ୍ୱର — The note of the parrot (M. W.)