ରୁକ୍ Ruk
- ସଂ. ବି [ରୁଚ୍ ଧାତୁ+ଭାବ କ୍ୱିପ୍ = ରୁଚ୍ ଶବ୍ଦ 1 ମା. 1 ବ.] — ଶୋଭା — Splendour; grace; beauty
- ସଂ. ବି [ରୁଚ୍ ଧାତୁ+ଭାବ କ୍ୱିପ୍ = ରୁଚ୍ ଶବ୍ଦ 1 ମା. 1 ବ.] — ଦୀପ୍ତି — Brilliance; lustre
- ସଂ. ବି [ରୁଚ୍ ଧାତୁ+ଭାବ କ୍ୱିପ୍ = ରୁଚ୍ ଶବ୍ଦ 1 ମା. 1 ବ.] — ଇଚ୍ଛା — Desire
- ସଂ. ବି [ରୁଚ୍ ଧାତୁ+ଭାବ କ୍ୱିପ୍ = ରୁଚ୍ ଶବ୍ଦ 1 ମା. 1 ବ.] — [ରୁଜ୍ ଧାତୁ=ପୀଡ଼ିତ ହେବା +ଭାବ. କ୍ୱିପ୍; ରୁଜ୍ ଶବ୍ଦ 1 ମା. 1 ବ]— ପୀଡ଼ା; ରୋଗ — [ରୁଜ୍ ଧାତୁ=ପୀଡ଼ିତ ହେବା +ଭାବ. କ୍ୱିପ୍; ରୁଜ୍ ଶବ୍ଦ1ମା.1ବ]— ପୀଡ଼ା; ରୋଗ—. Disease; illness
- ସଂ. ବି [ରୁଚ୍ ଧାତୁ+ଭାବ କ୍ୱିପ୍ = ରୁଚ୍ ଶବ୍ଦ 1 ମା. 1 ବ.] — ରୁଜା (ଦେଖ) — Rujā see
- ସଂ. ବି [ରୁଚ୍ ଧାତୁ+ଭାବ କ୍ୱିପ୍ = ରୁଚ୍ ଶବ୍ଦ 1 ମା. 1 ବ.] — [ରୁଚ୍ ଧାତୁ=ଦୀପ୍ତି ପାଇବା +କର୍ତ୍ତୃ, କ୍ୱିପ୍; ରୁଚ୍ ଶବ୍ଦ 1 ମା. 1 ବ] —ବିଦ୍ୟୁତ୍ — [ରୁଚ୍ ଧାତୁ=ଦୀପ୍ତି ପାଇବା +କର୍ତ୍ତୃ, କ୍ୱିପ୍; ରୁଚ୍ ଶବ୍ଦ1ମା.1ବ] —ବିଦ୍ୟୁତ୍— . Lightning
- ଗ୍ରା. ବି — ଋଗ୍ବେଦ; ପ୍ରଥମବେଦ — The Rug Beda