ରୀଣ Rīṇa

  • ସଂ. ବିଣ. (ରୀ ଧାତୁ+କର୍ତ୍ତୃ. ତ) — କ୍ଷରିତ — Distilled
  • ସଂ. ବିଣ. (ରୀ ଧାତୁ+କର୍ତ୍ତୃ. ତ) — ଟୋପା ଟୋପା ହୋଇ ଝରୁଥିବା — Oozing; dropping