ରିହ Riha

  • ଦେ. ବି (ସଂ. ଈର୍ଷ୍ୟା) — ଅଦଉତି; ଈର୍ଷ୍ୟା; ହିଂସା — Grudge; malice; feeling of vengeance
  • ଦେ. ବି (ସଂ. ଈର୍ଷ୍ୟା) — (ସଂ. ରୋଷ) ରୋଷ; କ୍ରୋଧ; ରାଗ — Rage; anger; feeling of anger; indignation