ରିହାଇ Rihāi
- ବୈଦେ. ବି (ଫା. ରିହାଇ; ରିଆୟତ) — ରିଆତି; ମୁକ୍ତି — Release
- ବୈଦେ. ବି (ଫା. ରିହାଇ; ରିଆୟତ) — (ଉ— ଥୋକେ ଖାତକ ଦଶ ବାର ବରଷର ପୁରୁଣା କରଜର ମୂଳ କଳନ୍ତର କରି ତମସୁକରେ ରେଜେଷ୍ଟରୀ କରାଇ ଦେଇ ରିହାଇ ପାଇଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।)
- ବୈଦେ. ବି (ଫା. ରିହାଇ; ରିଆୟତ) — ଦୋଷର ମାଫ — Pardon; forgiveness of a fault
- ବୈଦେ. ବି (ଫା. ରିହାଇ; ରିଆୟତ) — ଦଣ୍ଡାଦିରୁ ନିଷ୍କୃତି ବା ଅବ୍ଯାହତି — Exemption from or remission of punishment