ରିଷ୍ଟ Rishta
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — ପାପ; କଳୁଷ — Sin
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — ଅଶୁଭ; ବ୍ୟାଘାତ; ବିଘ୍ନ; ଅମଙ୍ଗଳ — Impediment; woe; misfortune
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — (+ଭାବ. ତ) ନାଶ; ଧ୍ୱଂସ — Destruction; ruin
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — (+କରଣ. ତ)— ଖଡ଼୍ଗ; ଖଣ୍ଡା — Sword
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — ଦୈତ୍ୟ ବିଶେଷ — Name of a demon
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — ରିଠା (ଫଳ ଓ ବୃକ୍ଷ) — Soap berry; soap nut
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — କଲ୍ୟାଣ; ଶୁଭ; ମଙ୍ଗଳ — Good fortune, bliss
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — ଅଭାବ — Want
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — ପାରଦ; ପାରା — Mercury
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — ଅଶୁଭ ଶକୁନ — Inauspicious sign; evil omen
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — [ଦ୍ର—ଦ୍ୱାରକା ପୁରେ ରିଷ୍ଟ ଜାତ, ଦେଖି ଚକିତ ଯଦୁନାଥ ଭାଗବତ।]
- ସଂ. ବି— [ସଂ. ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ] — (ଫଳିତ ଜ୍ୟୋତିଷ)—ଗ୍ରହ ଓ ନକ୍ଷତ୍ରାଦିଙ୍କ ବିଶିଷ୍ଟ ଅବସ୍ଥାନ ଯୋଗୁଁ ବ୍ଯକ୍ତିବିଶେଷର ଜୀବନରେ ଆଶଙ୍କିତ ଅମଙ୍ଗଳ — (Astrology) Apprehended misfortune of a person on account of the interposition of planets and stars in his horoscope