ରିଝାଇବା Rijhāiba

  • ଦେ. କ୍ରି (ସଂ. ରଞ୍ଜ୍. ଧାତୁ) — (ମନକୁ) ରଞ୍ଜାଇବା; ତୋଷିବା; ତୁଷ୍ଟ କରିବା — To please; to satisfy.[ଉ— ସେବାଫଳେ ରିଝାଇ ବୁଝିବ ତାଙ୍କଠାର ପ୍ରାଚୀ. ଶିବ ସ୍ୱରୋଦୟ]
  • ଦେ. କ୍ରି (ସଂ. ରଞ୍ଜ୍. ଧାତୁ) — ଅବୁଝା ବ୍ଯକ୍ତିର ମନକୁ ବୁଝାଇ ଶାନ୍ତ କରିବା — To calm a nagging person
  • ଦେ. କ୍ରି (ସଂ. ରଞ୍ଜ୍. ଧାତୁ) — [ଉ—ନ ପାରୁଛି ତୁମ୍ଭର ମାନସ ରିଝାଇ। କୃଷ୍ଣସିଂହ. ମହାଭାରତ. ସଭା।]
  • ଦେ. କ୍ରି (ସଂ. ରଞ୍ଜ୍. ଧାତୁ) — ବୁଝାଇବା — To make one understand
  • ଦେ. କ୍ରି (ସଂ. ରଞ୍ଜ୍. ଧାତୁ) — [ଉ—ମୁଁ ଯେବେ ଅର୍ଜୁନଙ୍କୁ କହିବି ରିଝାଇ, ସେ ଛାଡ଼ିଦେବେ ଯୁଦ୍ଧ ଜାଣେ ନରସାଇଁ। କୃଷ୍ଣ ସିଂହ. ମହାଭାରତ. କର୍ଣ୍ଣ।]
  • ଦେ. କ୍ରି (ସଂ. ରଞ୍ଜ୍. ଧାତୁ) — ମଙ୍ଗାଇବା — To pursuade; to make one agree