ରାୟ Rāya

  • ବୈଦେ. ବି.—(ଫା. ରାୟ୍) — ଅଦାଲତଙ୍କର ମକଦମା ମୀମାଂସାର ହୁକୁମ; ମତ — Judgement; opinion
  • ବୈଦେ. ବି.—(ଫା. ରାୟ୍) — [ଉ—ଏ କନ୍ୟାଏ ଏକରାଏ ଏକ ତାର ପନ୍ଥା। ପ୍ରାଚୀ. ବ୍ରହ୍ମନିରୂପଣ ଗୀତା।]
  • ବୈଦେ. ବି.—(ଫା. ରାୟ୍) — (ଫା. ରାହା) ରାସ୍ତା; ପନ୍ଥା — Road; way
  • ବୈଦେ. ବି.—(ଫା. ରାୟ୍) — (ଫା. ରାହ୍) ସ୍ୱତନ୍ତ୍ର ବ୍ଯକ୍ତିଗତ ବ୍ଯବସ୍ଥା ବା ବନ୍ଦୋବସ୍ତ — Separate individual provison
  • ବୈଦେ. ବି.—(ଫା. ରାୟ୍) — (ଯଥା—ଯେଝା ରାୟ ଯାହାକୁ କରି ଦେବା।)
  • ଦେ. ବି. — (ପଦ୍ଯ) (ସଂ. ରାଜନ୍; ପ୍ରା. ରାଅ); ରାଜା — king
  • ଦେ. ବି. — [ଉ—କୁରୁକୁଳ ପତି ସେ ଧୃତରାଷ୍ଟ୍ର ରାଏ, ପାଣ୍ଡବଙ୍କୁ ବୋଇଲେ ଯାଅ ପୁଅ ପ୍ରାୟେ। କୃଷ୍ଣସିଂହ ମହାଭାରତ. ଆଦି।]
  • ଦେ. ବି. — ରାୟ; ରାଜଦତ୍ତ ଉପାଧିବିଶେଷ — A title given by Rājās
  • ଦେ. ବି. — ରାୟ; କ୍ଷତ୍ରିୟମାନଙ୍କ ବଂଶଗତ ଉପାଧିବିଶେଷ — A family title of Kshatriyas
  • ଦେ. ବି. — ବଙ୍ଗୀୟ କାୟସ୍ଥ— ମାନଙ୍କର ବଂଶୋପାଧିବିଶେଷ — Family title of Benglee Kayasthas