ରାଢ଼ପଣ Rāṟḍ̠ẖa paṇa

  • ଦେ. ବି. — ନିଷ୍ଠୁରତା — Cruelty
  • ଦେ. ବି. — କଠିନତା; ଟାଣପଣ — Hardness
  • ଦେ. ବି. — [ଉ—ନୁହଇ ପାଷାଣ ମୂଷା ସମାନ, ନ ମାନେ ରାଢ଼ପଣେ ଦାଢ଼ମୁନ। କବିସୂର୍ଯ୍ୟ, କବିତାକଲ୍ଲୋଳିନୀ।]
  • ଦେ. ବି. — କୃପଣତା — Niggardliness