ରାହୁତ Rāhuta

  • ଦେ. ବି. (ସଂ. ରାଜପୁତ୍ର) — ରାଉତ; ଅଶ୍ୱାରୋହୀ — Horse man
  • ଦେ. ବି. (ସଂ. ରାଜପୁତ୍ର) — ଅଶ୍ୱାରୋହୀ ବୀର — A cavalry soldier