ରାହାସ Rāhāsa

  • ଗ୍ରା. ବି (ସଂ. ରାସ) — ରାସ (ଦେଖ) — Rāsa (See)
  • ଗ୍ରା. ବି (ସଂ. ରାସ) — ରାସଲୀଳାର ଅଭିନୟ — The acting or stage-performance of Rāsa
  • ଗ୍ରା. ବି (ସଂ. ରାସ) — (ପୁଂ.) ରାସବିହାରୀ ଲୋକର ଡାକନାମ — Name for calling Rāsabihārī
  • ଗ୍ରା. ବି (ସଂ. ରାସ) — ଯୁବକ ଯୁବତୀ ବା ରସିକ ରସିକାଙ୍କ ମଧ୍ୟରେ ପ୍ରେମଲୀଳା — Love scenes
  • ବୈଦେ. ବି — ରାସ୍ — Rās. (See)