ରାସ୍ Rās

  • ଦେ. ବି — ରାଶ୍ (ଦେଖ) — Rāṡ (See)
  • (ଧାତୁ)—ସଂ — ଶବ୍ଦ କରିବା — To make a sound
  • ପ୍ରାଦେ. (ବାଲେଶ୍ୱର) କଚିରିଆ ବି — ଗୋଟି (ଗାଈ) (ଯଥା—ସାତ ରାସ୍ ଗାଈ=ସାତ ଘର ଗାଈ) — (Head of cattle)