ରାବ Rāba
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ରବ; ଶବ୍ଦ; ଧ୍ୱନି; ନାଦ — Sound; noise
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ଗର୍ଜ୍ଜନ — Roar
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ପଶୁ ପକ୍ଷୀଙ୍କ ବୋବାଳି — Sound made by birds and beasts
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — [ଦ୍ର—ସାଧାରଣତଃ ମନୁଷ୍ୟର ଓ ବାଦ୍ୟାଦିର ସ୍ୱରକୁ ନାଦ ଓ ଜନ୍ତୁମାନଙ୍କର ସ୍ୱରକୁ 'ରାବ' ବୋଲାଯାଏ। ଭିନ୍ନ ଭିନ୍ନ ଜୀବଙ୍କ ରାବ ସମ୍ବନ୍ଧରେ ଭିନ୍ନ ଭିନ୍ନ ଶବ୍ଦ ପ୍ରଚଳିତ ଅଛି। ଯଥା
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ଅଶ୍ୱର—ହ୍ରେଷା, ହେଁହେଁ
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ଗାଈର—ହମ୍ବା, ହମା(ମ୍ବା)ଳ
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ଷଣ୍ଢର—ହଣ୍ଟାଳ
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ବାଘର—ହ(ହେ)ଣ୍ଟାଳ
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ସିଂହର—ରଡ଼ି
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ବିଲୁଆ, କୁକୁର—ଭୁକା
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ଛେଳି; ମେଣ୍ଢା—ବୋବାଳି
- ସଂ. ବି. (ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ବେଙ୍ଗ—ରଡ଼ି