ରାବଣୀ Rābaṇī

  • ସଂ. ବି. (ରାବଣ+ଅପତ୍ୟାର୍ଥେ. ଇ) — ରାବଣ— ନନ୍ଦନ; ମେଘନାଦ; ଇନ୍ଦ୍ରଜିତ୍ — Indrajit, the eldest son of Rābaṇa
  • ସଂ. ବି. (ରାବଣ+ଅପତ୍ୟାର୍ଥେ. ଇ) — [ଉ—ବିଖଣ୍ଡନ କଲା ଶିର, ରାବଣି ତୀକ୍ଷ୍ଣ ଅସିର, ଯେଉଁ ସୀତା ଧରାଜାତା ପରେ। ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବି. (ରାବଣ+ଅପତ୍ୟାର୍ଥେ. ଇ) — ରାବଣର ପୁତ୍ର — Son of Rābaṇa