ରାବଣା Rābaṇā

  • ଦେ. ବିଣ—(ରାବଣ ପରି) ଅତି ଦୀର୍ଘକାୟ — Gigantic
  • ଦେ. ବିଣ—(ରାବଣ ପରି) [ଦ୍ର—ଧାନ ଆଦି ଗଛ ଅତିରିକ୍ତ ରୂପେ ବଢ଼ିଗଲେ ଲୋକେ କହନ୍ତି ଏ ଗଛଗୁଡ଼ାକ ରାବଣା ହୋଇ ବଢ଼ି ଯାଉଛନ୍ତି। ବୃହତ୍କାୟ ଓ ଡେଙ୍ଗା ବ୍ଯକ୍ତିଙ୍କୁ ମଧ୍ୟ 'ରାବଣା' ବିଶେଷଣ ଦିଆଯାଏ।]
  • ବି — ଏକପ୍ରକାର ମୋଟ ଶାରଦ ଧାନ — Name of a coarse kind of paddy; Spinifix Squarrosus (Haines)
  • ପ୍ରାଦେ. (ବୌଦ୍ଧ) ବି — ଶାଗୁଣା — Vulture