ରାଧନା Rādhanā

  • ସଂ. ବି. (ରାଧ୍ ଧାତୁ+ଭାବ ଅନ; ଆ) — ଆରାଧନା — Praying
  • ସଂ. ବି. (ରାଧ୍ ଧାତୁ+ଭାବ ଅନ; ଆ) — ପୂଜା କରିବା — Worshipping
  • ସଂ. ବି. (ରାଧ୍ ଧାତୁ+ଭାବ ଅନ; ଆ) — ସାଧନ — Accomplishing
  • ସଂ. ବି. (ରାଧ୍ ଧାତୁ+ଭାବ ଅନ; ଆ) — ପ୍ରାପ୍ତି — Attainment; acquisition