ରାତିଏ Rātie
- ଦେ. କ୍ରି. ବିଣ — ଏକରାତ୍ରି ସମୟ — Period of one night
- ଦେ. କ୍ରି. ବିଣ — ଏକରାତ୍ରି ମାତ୍ର — One night only
- ଦେ. କ୍ରି. ବିଣ — (ଉ—ରାତିଏ ଗଲେ ହାତିଏ ଆଣିବା—ଢଗ।)
- ଦେ. କ୍ରି. ବିଣ — (ଉ— ସାତ୍ୟକି ସହାୟରେ କର୍ଣ୍ଣକୁ ବଢ଼ାଇ, ଦିଅ ପୁତ୍ର କରି ଏ ରାତିକ ଲଢ଼ାଇ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।)