ରାଣ୍ଡୁଆ Rāṇḍuā

  • ଦେ. ବି. ଓ ବିଣ. — ବିପତ୍ନୀକ ବ୍ଯକ୍ତି — Widower
  • ଦେ. ବି. ଓ ବିଣ. — (ଉ—ମହାନ୍ତିଏ ଷାଠିଏ ବର୍ଷ ବୟସରୁ ରାଣ୍ଡୁରା ହୋଇ ବସି ଅଛନ୍ତି। ଫକୀରମୋହନ, ଗଳ୍ପସ୍ୱଳ୍ପ।)