ରାଣା Rāṇā

  • ଦେ. ବି. (ସଂ. ରାଜନ୍; ପ୍ରା. ରାଣ) — ରାଜପୁତ ରାଜାଙ୍କର ଉପାଧି ବିଶେଷ — A title prefixed to the name of Rajput kings
  • ଦେ. ବି. (ସଂ. ରାଜନ୍; ପ୍ରା. ରାଣ) — [ଦ୍ର—ଏହା ନାମ ପୂର୍ବରେ ଯୁକ୍ତ ହୁଏ; ଯଥା— ରାଣା ପ୍ରତାପ ସିଂହ, ରାଣା ସଂଗ୍ରାମ ସିଂହ।]
  • ଦେ. ବି. (ସଂ. ରାଜନ୍; ପ୍ରା. ରାଣ) — ରାଜପୁତାନା ଅନ୍ତର୍ଗତ ମିବାର ରାଜ୍ୟର ରାଜାମାନଙ୍କ ରାଜୋପାଧି — The title of the kings of Mewar