ରାଠ Rāṭha

  • ଦେ. ବିଣ. ସ୍ତ୍ରୀ (ତୁଳ ସଂ. ରୁଢ଼, ବ୍ଯୟକୁଣ୍ଠ) — କୃପଣ; କଂଜୁସ୍ — Miserly
  • ଦେ. ବିଣ. ସ୍ତ୍ରୀ (ତୁଳ ସଂ. ରୁଢ଼, ବ୍ଯୟକୁଣ୍ଠ) — ନିଷ୍ଠୁର — Cruel
  • ଦେ. ବି. ପୁଂ. — କୃପଣ ବ୍ଯକ୍ତି — A miser