ରାଟ Rāṭa

  • ଦେ (ପଦ୍ଯ) ବି. ପୁଂ. (ସଂ. ରାଜ୍ ଶବ୍ଦ, 1 ମା. 1 ବ. ରାଟ୍) — ରାଜା — KIng
  • ଦେ (ପଦ୍ଯ) ବି. ପୁଂ. (ସଂ. ରାଜ୍ ଶବ୍ଦ, 1 ମା. 1 ବ. ରାଟ୍) — (ଯଥା—କଂସରାଟ; ଜନ୍ତୁରାଟ।)
  • ଦେ (ପଦ୍ଯ) ବି. ପୁଂ. (ସଂ. ରାଜ୍ ଶବ୍ଦ, 1 ମା. 1 ବ. ରାଟ୍) — [ଉ—କହେ ଅଷ୍ଟଦୁର୍ଗ—ଧରା—ରାଟ। କବିସୂର୍ଯ୍ୟ, ସଙ୍ଗୀତ।]
  • ବିଣ (ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହେଲେ) — ଶ୍ରେଷ୍ଠ ବସ୍ତୁ ବା ବ୍ଯକ୍ତି — Excellent; eminent thing or person
  • ବିଣ (ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହେଲେ) — [ଉ—ମାଳା କରିବାକୁ ସଞ୍ଚି ବରାଟ, ଫିଙ୍ଗିଲ ମଞ୍ଜୁଷୁଁ ହୀରକରାଟ। କବିସୂର୍ଯ୍ୟ, କବିତା।]