ରାଜ୍ Rāj
- ସଂ. ବି. (ରାଜ୍ ଧାତୁ+କର୍ତ୍ତୃ. କ୍ୱିପ୍) — ରାଜା — King
- ବିଣ — ଶୋଭମାନ — Shining
- ବିଣ — ସୁନ୍ଦର — Beautiful
- ବୈଦେ. ବି. (ଆ. ରାଜୀ) — ସମ୍ମତି — Agreement; consent
- ବୈଦେ. ବିଣ — ସମ୍ମତ — Agreed; consenting
- ପ୍ରାଦେ. (ଭତ୍ରିଭାଖା)—ବି. — ରାଜ୍ୟ; ଦେଶ — Country kingdom