ରାଜସ Rājasa

  • ସଂ. ବିଣ—(ରଜସ୍+ଅ; ଇକ) — ରଜୋଗୁଣମୟ — Full of or derived from wordly attributes
  • ସଂ. ବିଣ—(ରଜସ୍+ଅ; ଇକ) — ରଜୋଗୁଣ ସମ୍ବନ୍ଧୀୟ — Relating to 'Rojoguṇa'
  • ସଂ. ବିଣ—(ରଜସ୍+ଅ; ଇକ) — ସତ୍କାର ସମ୍ମାନଲାଭ ବା ପୂଜା ପାଇବା ପାଇଁ ବା ଖ୍ୟାତି ଲାଭାର୍ଥ କରାଯିବା (କର୍ମ) — (Acts) Done by a man with a view to gain fame or honour